ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଡ଼ି   ବିଶେଷ୍ୟ

ଅର୍ଥ : ଫୋନୋଗ୍ରାମ ଠାରୁ ଛୋଟ ଗୋଟିଏ ପ୍ରକାଶିକ ଡିସ୍କ ଯାହା ଲେଜରରେ ଚାଲେ

ଉଦାହରଣ : ମୋର ଗୋଟିଏ ନୂଆ ସିଡ଼ି କିଣିବାର ଅଛି

फोनोग्राफ से छोटा एक प्रकाशिक डिस्क जो लेजर से चलता है।

हमें एक नई सीडी खरीदनी है।
काम्‍पैक्‍ट डिस्‍क, कॉम्‍पैक्‍ट डिस्‍क, सीडी

A digitally encoded recording on an optical disk that is smaller than a phonograph record. Played back by a laser.

cd, compact disc, compact disk

ଅର୍ଥ : ଉଚ୍ଚ ସ୍ଥାନରେ ଚଢ଼ିବା ବା ଓହ୍ଲେଇବାର ଏହି ସାଧନା ଯାହା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ

ଉଦାହରଣ : ଚୋର ଛାତଉପରେ ଚଢ଼ିବାପାଇଁ ବାଉଁଶ ସିଡ଼ି ବ୍ୟବହାର କଲା

ସମକକ୍ଷ : ନିଶୁଣୀ

ऊँचे स्थान पर चढ़ने या उतरने का वह साधन जिसे एक स्थान से दूसरे स्थान पर ले जाया जा सकता है।

चोर ने छत पर चढ़ने के लिए बाँस की सीढ़ी का प्रयोग किया।
अधिरोहिणी, अधिश्रयणी, नसेनी, नसैनी, निसेनी, निसैनी, सीढ़ी

Steps consisting of two parallel members connected by rungs. For climbing up or down.

ladder