ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଞ୍ଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଞ୍ଚନ   ବିଶେଷ୍ୟ

ଅର୍ଥ : ତରଳ ପଦାର୍ଥ ଛିଞ୍ଚିବାର ପ୍ରକ୍ରିୟା

ଉଦାହରଣ : ରୋଗ ଦାଉରୁ ଫସଲକୁ ରକ୍ଷା କରିବାପାଇଁ ଔଷଧ ସିଞ୍ଚନ କରିବା ଆବଶ୍ୟକ

ସମକକ୍ଷ : ଛିଞ୍ଚିବାକାମ

तरल पदार्थ को छिड़कने की क्रिया।

रोगों से फसलों को बचाने के लिए दवा का छिड़काव आवश्यक है।
अभिघार, अभ्युक्षण, उक्षण, छिड़कना, छिड़काई, छिड़काव

The act of sprinkling or splashing water.

Baptized with a sprinkling of holy water.
A sparge of warm water over the malt.
sparge, sprinkle, sprinkling

ଅର୍ଥ : ଜଳସେଚନ କ୍ରିୟା

ଉଦାହରଣ : ମାଳୀ ବଗିଚାରେ ଗଛଗୁଡ଼ିକର ଜଳସେଚନରେ ଲାଗିଛି

ସମକକ୍ଷ : ଜଳସେଚନ, ସେଚନ

सींचने या पानी देने की क्रिया।

माली बगीचे के पौधों की सिंचाई में लगा हुआ है।
अभिघार, अवसेचन, आसेक, आसेचन, सिंचाई, सींचना

Wetting with water.

The lawn needs a great deal of watering.
watering