ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳସେଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳସେଚନ   ବିଶେଷ୍ୟ

ଅର୍ଥ : ଚାଷ କାମ ନିମନ୍ତେ କ୍ଷେତରେ ଜଳ ପହଁଚାଇବା କ୍ରିୟା ଯାହାଦ୍ୱାରା ମାଟି ଆଦ୍ର ରହେ

ଉଦାହରଣ : କେନାଲ ଆଦି ପାଣିରେ କ୍ଷେତକୁ ଜଳସେଚିତ କରାଯାଏ

ସମକକ୍ଷ : ଜଳସେଚିତ

खेती-बारी के लिए खेतों आदि में नाली आदि के द्वारा जल पहुँचाने की क्रिया ताकि उनमें नमी बनी रहे।

नदी, नहर आदि के पानी से खेतों की सिंचाई की जाती है।
अभ्युक्षण, आप्लावन, आबपाशी, आसेक, आसेचन, पटाई, भराई, सिंचन, सिंचाई, सींचना, सेचन

Supplying dry land with water by means of ditches etc.

irrigation

ଅର୍ଥ : ଜଳସେଚନ କ୍ରିୟା

ଉଦାହରଣ : ମାଳୀ ବଗିଚାରେ ଗଛଗୁଡ଼ିକର ଜଳସେଚନରେ ଲାଗିଛି

ସମକକ୍ଷ : ସିଞ୍ଚନ, ସେଚନ

सींचने या पानी देने की क्रिया।

माली बगीचे के पौधों की सिंचाई में लगा हुआ है।
अभिघार, अवसेचन, आसेक, आसेचन, सिंचाई, सींचना

Wetting with water.

The lawn needs a great deal of watering.
watering