ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଂହିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଂହିକା   ବିଶେଷ୍ୟ

ଅର୍ଥ : ଯେଉଁ ଝିଅର ଆଣ୍ଠୁ ଚାଲିବା ସମୟରେ ପରସ୍ପର ସହିତ ବାଜେ ଏବଂ ଏହି କାରଣରୁ ସେ ବିବାହର ଅଯୋଗ୍ୟ ବୋଲି କୁହାଯାଇଛି

ଉଦାହରଣ : ରମେଶ ସିଂହିକା ସହିତ ବିବାହ କରିବାକୁ ଚାହୁଁଛି କିନ୍ତୁ ତାର ଘରଲୋକ ମାନୁନାହାଁନ୍ତି

वह कन्या जिसके घुटने चलने के समय आपस में टकराते हों और जिसे इसी कारण से विवाह के अयोग्य कहा गया हो।

रमेश सिंहिका से विवाह करना चाहता है पर उसके घरवाले मान नहीं रहे हैं।
कंटकारी, कण्टकारी, सिंहिका

ଅର୍ଥ : ସମୁଦ୍ରରେ ରହୁଥିବା ଯେଉଁ ରାକ୍ଷସୀ ଆକାଶରେ ଉଡ଼ୁଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଛାୟାଦ୍ୱାରା ଧରି ଖାଇଯାଉଥିଲା

ଉଦାହରଣ : ହନୁମାନ ସିଂହିକାକୁ ମାରିଥିଲେ

ସମକକ୍ଷ : ଛାୟା-ଗ୍ରାହିଣୀ

समुद्र में रहनेवाली एक राक्षसी जो आकाश में उड़नेवालों को उनकी छाया के द्वारा पकड़कर खा जाती थी।

सिंहिका को हनुमानजी ने मारा था।
छाया-ग्राहिणी, सिंहिका