ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାରଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାରଣୀ   ବିଶେଷ୍ୟ

ଅର୍ଥ : ଅଲଗା ଅଲଗା ସ୍ତମ୍ଭରେ ବା କୋଠରୀରେ ଦିଆଯାଇଥିବା ଶବ୍ଦ,ପଦ,ଅଙ୍କ ଆଦିର ଏହି ବିନ୍ୟାସ ଯେଉଁଥିରେ ସେହି ଶବ୍ଦ,ପଦ,ଅଙ୍କ ଆଦିର ପାରସ୍ପରିକ ସମ୍ବନ୍ଧ ବା କିଛି ବିଶେଷ ତଥ୍ୟ ସୂଚିତ ହୋଇଥାଏ

ଉଦାହରଣ : ଅଧ୍ୟୟନ, ଗଣନାପାଇଁ ସାରଣୀର ଉପଯୋଗ ହୁଏ

ସମକକ୍ଷ : ତାଲିକା

अलग-अलग स्तंभों अथवा खानों के रूप में दिए हुए शब्दों, पदों, अंकों आदि का वह विन्यास जिससे उन शब्दों, पदों, अंकों आदि के पारस्परिक संबंध या कुछ विशिष्ट तथ्य सूचित होते हैं।

सारणी का उपयोग अध्ययन, गणना आदि के लिए किया जाता है।
तालिका, सारणी, सारिणी

A set of data arranged in rows and columns.

See table 1.
table, tabular array