ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାରଙ୍ଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାରଙ୍ଗୀ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ବାଦ୍ୟ ଯେଉଁଥିରେ ଲଗା ହୋଇଥିବା ତାର ସ୍ପ୍ରିଙ୍ଗରେ ଟାଣି ବଜାଯାଏ

ଉଦାହରଣ : ଯୋଗୀ ସାରଙ୍ଗୀ ବଜାଇବାରେ ମସ୍ତ ଥିଲେ

ସମକକ୍ଷ : ଶାରଂଗୀ, ଶାରଙ୍ଗୀ, ସାରଂଗୀ

एक बाजा जिसमें लगे हुए तार कमानी से रेतकर बजाए जाते हैं।

योगी सारंगी बजाने में मस्त था।
शारंगिका, शारंगी, शारङ्गिका, शारङ्गी, सारंग, सारंगी, सारङ्ग, सारङ्गी

A musical instrument in which taut strings provide the source of sound.

stringed instrument

ଅର୍ଥ : ସାରଙ୍ଗୀ ଭଳି ଏକ ପ୍ରକାର ବାଜା

ଉଦାହରଣ : ଭାସ୍କର ଭାୟୋଲିନ୍‌ ବଜାଇବାରେ ନିପୁଣ

ସମକକ୍ଷ : ବେହେଲା, ଭାୟୋଲିନ୍‌

सारंगी की तरह का एक बाजा।

भास्कर वायलिन बजाने में निपुण है।
बेला, वायलिन

Bowed stringed instrument that is the highest member of the violin family. This instrument has four strings and a hollow body and an unfretted fingerboard and is played with a bow.

fiddle, violin