ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘର, ଗୃହସ୍ଥିଆଦିର ବା କୌଣସି କାମ କରିବାପାଇଁ ଆବଶ୍ୟକ ସବୁ ଜିନିଷ
ଉଦାହରଣ : ସ୍ଥାନାନ୍ତରଣ ପରେ ମୋତେ ଜିନିଷ ଠିକ୍ କରିବାକୁ ସମୟ ଲାଗିଗଲା
ସମକକ୍ଷ : ଆସବାବପତ୍ର, ଜିନିଷ
घर, गृहस्थी आदि की या कोई काम चलाने की चीज़ें।
Any movable possession (especially articles of clothing).
ଅର୍ଥ : କୌଣସି କାମରେ ଲଗାଯାଉଥିବା ବସ୍ତୁ
ଉଦାହରଣ : ଇଟା, ସିମେଣ୍ଟଆଦି ଜିନିଷ ଘର ତିଆରି କାମରେ ଆସେ
ସମକକ୍ଷ : ଚିଜ, ଜିନିଷ, ପଦାର୍ଥ, ବସ୍ତୁ
वे वस्तुएँ जिनका किसी कार्य में उपयोग होता है।
The tangible substance that goes into the makeup of a physical object.
ସଂସ୍ଥାପନ କରନ୍ତୁ