ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାମରେ ଲଗାଯାଉଥିବା ବସ୍ତୁ
ଉଦାହରଣ : ଇଟା, ସିମେଣ୍ଟଆଦି ଜିନିଷ ଘର ତିଆରି କାମରେ ଆସେ
ସମକକ୍ଷ : ଜିନିଷ, ପଦାର୍ଥ, ବସ୍ତୁ, ସାମଗ୍ରୀ
वे वस्तुएँ जिनका किसी कार्य में उपयोग होता है।
The tangible substance that goes into the makeup of a physical object.
ଅର୍ଥ : ବାସ୍ତବିକ ବା କଳ୍ପିତ ସତ୍ତା
ଉଦାହରଣ : ବାୟୁ ଏକ ଅମୂର୍ତ ବସ୍ତୁ
ସମକକ୍ଷ : ଜିନିଷ, ପଦାର୍ଥ, ବସ୍ତୁ
वह जो कुछ अस्तित्व में हो, वास्तविक या कल्पित।
An entity that is not named specifically.
ସଂସ୍ଥାପନ କରନ୍ତୁ