ଅର୍ଥ : ବାଉଁଶ, କାଠ, ଧାତୁଆଦିରେ ତିଆରି ଚେୟାର, ମେଜ, ଖଟଆଦି
ଉଦାହରଣ :
ମୋତେ ଘରପାଇଁ ନୂଆ ଆସବାବପତ୍ର କିଣିବାକୁ ଅଛି
ସମକକ୍ଷ : ଫର୍ନିଚର
ଅର୍ଥ : ସମସ୍ତ ଘରକରଣା ସାମଗ୍ରୀ
ଉଦାହରଣ :
ଖରାଦିନ ଛୁଟି ହେଲାକ୍ଷଣି ସେ ନିଜର ପେଡ଼ିପୁଟୁଳା ବାନ୍ଧି ଘରକୁ ଫେରିଲା
ସମକକ୍ଷ : ଘର କରଣା ସାମଗ୍ରୀ, ପେଡ଼ିପୁଟୁଳା