ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଧବବୋହୂ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଧବବୋହୂ   ବିଶେଷ୍ୟ

ଅର୍ଥ : ଦେହର ଉପରିଭାଗ ମଖମଲଭଳି ନରମ ଓ ଚିକଚିକ ହେଉଥିବା ଲାଲ ରଙ୍ଗର ଏକ ପୋକ

ଉଦାହରଣ : ପିଲାଦିନେ ଆମେ ସାଧବବୋହୂ ପୋକକୁ ହାତ ପାପୁଲିରେ ରଖି ଖେଳୁଥିଲୁ

ସମକକ୍ଷ : ସାଧବବୋହୂ ପୋକ

एक लाल रंग का कीड़ा जिसका ऊपरी भाग मखमल की तरह नरम और चमकदार होता है।

बचपन में हम मखमली कीट को हथली पर रखकर खेला करते थे।
मखमली कीट

ଅର୍ଥ : ଗୋଟିଏ ପ୍ରକାରର ପୋକ

ଉଦାହରଣ : ପିଲାମାନେ ସାଧବବୋହୂକୁ ପାଦରେ ଦଳିଦେଲେ

ସମକକ୍ଷ : ପାଟପୋକ

एक प्रकार का कीड़ा।

बच्चे ने पाटलकीट को पैर से मसल दिया।
पाटलकीट

ଅର୍ଥ : ପେଟେଇ ଚାଲୁଥିବା ଗୋଟିଏ ବର୍ଷାଦିନିଆ କୀଟ

ଉଦାହରଣ : ସାଧବବୋହୂ ଗାଢ଼ ଲାଲ ରଙ୍ଗର ହୋଇଥାଏ

ସମକକ୍ଷ : ଇନ୍ଦ୍ରଗୋପ, ପାଟ ପୋକ