ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାକ୍ଷାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାକ୍ଷାତ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା

ଉଦାହରଣ : ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ

ସମକକ୍ଷ : ଦେଖା, ଭେଟ

किसी विशेष उद्देश्य से मिलने की क्रिया।

चिकित्सक से मिलने के बाद ही रोग का पता चलेगा।
मिलना

A meeting arranged by the visitor to see someone (such as a doctor or lawyer) for treatment or advice.

He scheduled a visit to the dentist.
visit

ଅର୍ଥ : ଜଣେ ଅନ୍ୟ ଜଣକୁ ଦେଖିବାର ପ୍ରକ୍ରିୟା

ଉଦାହରଣ : ବଜାରରେ ଦେଖା ହେବା ପରେ ବି ଆମର ମୋହନ ସହ କଥାବାର୍ତ୍ତା ହୋଇପାରିଲା ନାହିଁ

ସମକକ୍ଷ : ଦେଖା, ଭେଟ

एक दूसरे को देखने की क्रिया।

बाजार में देखादेखी के बाद भी हमारी मोहन से बात नहीं हो पाई।
देखा-देखी, देखादेखी

ସାକ୍ଷାତ   କ୍ରିୟା ବିଶେଷଣ

ଅର୍ଥ : ନିଜ ଦ୍ୱାରା

ଉଦାହରଣ : ଗାନ୍ଧିଜୀ ସ୍ୱୟଂ ପାଇଖାନା ସଫାକରି ଅନ୍ୟକୁ ଏପରି କରିବା ନିମନ୍ତେ ପ୍ରେରଣା ଦେଲେ ଗାନ୍ଧିଜୀ ସାହାଯ୍ୟ କରିବା ନିମନ୍ତେ ସ୍ୱୟଂ ପହଞ୍ଚିଯାଉଥିଲେ

ସମକକ୍ଷ : ଆପେ, ଖୋଦ୍, ନିଜେ, ସ୍ୱୟଂ

अपने से।

गाँधीजी ने स्वयं पाखाना धोकर दूसरों को ऐसा करने के लिए प्रेरित किया।
गाँधीजी सहायता करने के लिए स्वयं पहुँच जाते थे।
अपनेआप, असालतन, आप, आपरूप, आपही, ख़ुद, ख़ुद ही, ख़ुद-बख़ुद, खुद, खुद ब खुद, खुद-बखुद, साक्षात, साक्षात्, स्वतः, स्वयं

ସାକ୍ଷାତ   ବିଶେଷଣ

ଅର୍ଥ : ସମ୍ମୁଖରେ ବା ସାକ୍ଷାତରେ କୁହାଯାଇଥିବା

ଉଦାହରଣ : ଲୋକେ ମୁଂହାମୁହିଁ କଥାକୁ ମଧ୍ୟ ଅସତ୍ୟ ବୋଲି ସ୍ୱୀକାର କରୁଛନ୍ତି

ସମକକ୍ଷ : ମୁଂହାମୁହିଁ, ସମ୍ମୁଖ

सामने या साक्षात रूप से कहा हुआ।

लोग अभ्युक्त बातों को भी झुठला देते हैं।
अभ्युक्त

ଅର୍ଥ : ଆଖିରେ ଦେଖିବା ବାଲା

ଉଦାହରଣ : ଶିକ୍ଷକ ଛାତ୍ରକୁ ପ୍ରତ୍ୟକ୍ଷ ଘଟଣା ଉପରେ ଆଧାରିତ ଏକ ନିବନ୍ଧ ଲେଖିବା ପାଇଁ କହିଲେନୀରଜଙ୍କ ସହିତ ସାକ୍ଷାତ ସୁମନର ଅଲଗା ଆନନ୍ଦ

ସମକକ୍ଷ : ଅପରୋକ୍ଷ, ନୟନ ଗୋଚର, ପ୍ରତ୍ୟକ୍ଷ, ସମକ୍ଷ

आँखों के सामने वाला।

शिक्षक ने छात्रों को प्रत्यक्ष घटना पर आधारित एक निबंध लिखने को कहा।
अन्वक्ष, अपरोक्ष, नयनगोचर, प्रत्यक्ष, समक्ष, साक्षात, साक्षात्

Clearly revealed to the mind or the senses or judgment.

The effects of the drought are apparent to anyone who sees the parched fields.
Evident hostility.
Manifest disapproval.
Patent advantages.
Made his meaning plain.
It is plain that he is no reactionary.
In plain view.
A palpable lie.
apparent, evident, manifest, palpable, patent, plain, unmistakable

ଅର୍ଥ : ଯାହାର ଆକାର ଅଛି

ଉଦାହରଣ : ଗୋସ୍ୱାମୀ ତୁଳସୀଦାସଙ୍କର ସାକାର ଈଶ୍ୱର ପ୍ରଭୁ ଶ୍ରୀରାମଚନ୍ଦ୍ର ଥିଲେ

ସମକକ୍ଷ : ଆକାରବାନ୍‌, ଆକାରଯୁକ୍ତ, ମୂର୍ତ୍ତିମାନ, ସାକାର

जिसका आकार हो।

राम गोस्वामी तुलसीदास के साकार ईश्वर हैं।
आकारयुक्त, आकारवान, मूर्तिमान, मूर्तिमान्, साकार, साक्षात, साक्षात्

Having or given a form or shape.

formed