ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଟ   ବିଶେଷ୍ୟ

ଅର୍ଥ : ଦୁଇ ବ୍ୟକ୍ତିଙ୍କର ପରସ୍ପରକୁ ଭେଟିବା କ୍ରିୟା

ଉଦାହରଣ : ଆଜି ଜଣେ ଭଲ ମଣିଷସହ ଭେଟ ହେଲା

ସମକକ୍ଷ : ଦେଖାସାକ୍ଷାତ‌

दो या कई व्यक्तियों के आपस में मिलने की क्रिया।

आज एक अच्छे इन्सान से भेंट हुई है।
अभिहार, आमना सामना, आमना-सामना, भेंट, मिलना, मुलाक़ात, मुलाकात, साक्षात्कार, सामना

A small informal social gathering.

There was an informal meeting in my living room.
get together, meeting

ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା

ଉଦାହରଣ : ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ

ସମକକ୍ଷ : ଦେଖା, ସାକ୍ଷାତ

किसी विशेष उद्देश्य से मिलने की क्रिया।

चिकित्सक से मिलने के बाद ही रोग का पता चलेगा।
मिलना

A meeting arranged by the visitor to see someone (such as a doctor or lawyer) for treatment or advice.

He scheduled a visit to the dentist.
visit

ଅର୍ଥ : ଚଣ୍ଡିକା ଦେବୀଙ୍କ ସ୍ତୁତି ରୂପେ ଗାନ କରାଯାଉଥିବା ଏକ ପ୍ରକାରର ଭଜନ

ଉଦାହରଣ : ଭେଟର ପ୍ରଚଳନ ପଞ୍ଜାବରେ ରହିଛି

एक प्रकार का भजन जो चंडिका देवी की स्तुति के रूप में गाया जाता है।

भेंट का प्रचलन पंजाब में है।
भेंट

A song of praise (to God or to a saint or to a nation).

anthem, hymn

ଅର୍ଥ : ଜଣେ ଅନ୍ୟ ଜଣକୁ ଦେଖିବାର ପ୍ରକ୍ରିୟା

ଉଦାହରଣ : ବଜାରରେ ଦେଖା ହେବା ପରେ ବି ଆମର ମୋହନ ସହ କଥାବାର୍ତ୍ତା ହୋଇପାରିଲା ନାହିଁ

ସମକକ୍ଷ : ଦେଖା, ସାକ୍ଷାତ

एक दूसरे को देखने की क्रिया।

बाजार में देखादेखी के बाद भी हमारी मोहन से बात नहीं हो पाई।
देखा-देखी, देखादेखी