ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହୃଦୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହୃଦୟ   ବିଶେଷଣ

ଅର୍ଥ : ଯାହାଙ୍କଠାରେ ଦୟା ଅଛି

ଉଦାହରଣ : ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ଖୋଦା ଗରିବ ପ୍ରତି କୃପାଳୁ

ସମକକ୍ଷ : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କାରୁଣିକ, କୃପାଳୁ, ଦୟାବାନ, ଦୟାଳୁ, ଦୟାଶୀଳ

जिसमें दया हो। जो नृशंस न हो।

दयालु लोग दूसरों की सहायता के लिये सदैव तत्पर रहते हैं।
श्रीरामचन्द्र कृपालु भजु मन हरण भव भय दारुणं।
अक्रूर, अनुकंपक, अनुकम्पक, अनुग्राहक, अनुग्राही, अनृशंस, उदात्त, करुण, करुणामय, करुणायुक्त, करुणावान, कारुणिक, कारूणिक, कृपालु, दयामय, दयार्द्र, दयालु, दयावंत, दयावान, दयावान्, दयाशील, नवाज, नवाज़, महर, मेहरबान, सहृदय, सहृदयी, सुहृदय

Having or proceeding from an innately kind disposition.

A generous and kindhearted teacher.
kind-hearted, kindhearted

ଅର୍ଥ : ହୃଦୟ ବା ଅନ୍ତରାତ୍ମାରେ ହେଉଥିବା ବା ହୃଦୟ ବା ଅନ୍ତରାତ୍ମାରୁ ବାହାରିଥିବା

ଉଦାହରଣ : ଆପଣଙ୍କୁ ଭେଟିବାପାଇଁ ମୋର ହାର୍ଦ୍ଦିକ ଇଚ୍ଛା ଥିଲା ମୋ ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରନ୍ତୁ

ସମକକ୍ଷ : ହାର୍ଦ୍ଦିକ

हृदय या अंतरात्मा में होनेवाला या हृदय या अंतरात्मा से निकला हुआ।

आपसे मिलने की मेरी हार्दिक इच्छा थी।
मेरी हार्दिक बधाई स्वीकार करें।
औरस, दिली, रूहानी, हार्दिक

ଅର୍ଥ : ବିଶେଷକରି କୋମଳ ଭାବର ପ୍ରଭାବ ଯାହାର ମନରେ ସହଜରେ ପଡ଼େ

ଉଦାହରଣ : ମୋ ଜୀବନ କାହାଣୀ ଶୁଣି ସେ ଭାବୁକ ହୋଇଉଠିଲା

ସମକକ୍ଷ : ଅନୁଭୂତି ପ୍ରବଣ, ଭାବ ପ୍ରବଣ, ଭାବୁକ, ସହୃଦୟୀ

जिसके मन में भावों का विशेषकर कोमल भावों का सहज में प्रभाव पड़ता हो।

भावुक राम मेरी कहानी सुनकर रो पड़ा।
अनुभूति प्रवण, जजबाती, जज़बाती, जज़्बाती, जज्बाती, भाव प्रवण, भावुक, सहृदय, सहृदयी, सुहृदय, हृदयिक, हृदयी

(of persons) excessively affected by emotion.

He would become emotional over nothing at all.
She was worked up about all the noise.
aroused, emotional, excited, worked up