ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ ଦୟାଳୁ ପୁରୁଷ
ଉଦାହରଣ : ବୁଦ୍ଧ ଦୟାନିଧି ଥିଲେ
ସମକକ୍ଷ : କୃପାନିଧି, କୃପାସିନ୍ଧୁ, ଦୟାନିଧି, ଦୟାସାଗର
बहुत दयालु व्यक्ति।
ଅର୍ଥ : ଯେ ବହୁତ ଦୟାଳୁ
ଉଦାହରଣ : ସେଠ ଦୟାରାମ ହେଉଛନ୍ତି ଦୟାବନ୍ତ, ସେ ଗରିବଙ୍କ ସେବାରେ ନିଜର ସବୁକିଛି ଅର୍ପଣ କରିଦେଇଛନ୍ତି
ସମକକ୍ଷ : କୃପାନିଧି, କୃପାସିନ୍ଧୁ, ଦୟାନିଧି, ଦୟାବନ୍ତ, ଦୟାସାଗର
जो बहुत ही दयालु हो।
Having or proceeding from an innately kind disposition.
ଅର୍ଥ : ଯାହାଙ୍କଠାରେ ଦୟା ଅଛି
ଉଦାହରଣ : ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ଖୋଦା ଗରିବ ପ୍ରତି କୃପାଳୁ
ସମକକ୍ଷ : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କାରୁଣିକ, କୃପାଳୁ, ଦୟାଳୁ, ଦୟାଶୀଳ, ସହୃଦୟ
जिसमें दया हो। जो नृशंस न हो।
ସଂସ୍ଥାପନ କରନ୍ତୁ