ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହାୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହାୟତା   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟରେ ଏପରି ଯୋଗଦେବା କ୍ରିୟା ଯାହାଦ୍ୱାରା ସେହି କାର୍ଯ୍ୟ ଶିଘ୍ର ଓ ଠିକ୍‌ ରୂପରେ ହୋଇପାରିବ

ଉଦାହରଣ : ଏହି କାମ କରିବାପାଇଁ ସେ ମୋତେ ସାହାଯ୍ୟ କଲା

ସମକକ୍ଷ : ସହଯୋଗ, ସାହାଯ୍ୟ

किसी के कार्य आदि में इस प्रकार योग देने की क्रिया कि वह काम जल्दी या ठीक तरह से हो।

इस काम को करने में उसने मेरी सहायता की।
अयानत, इमदाद, इम्दाद, कुमक, मदद, राहत, शिकरत, शिष्टि, सहयोग, सहायता

The activity of contributing to the fulfillment of a need or furtherance of an effort or purpose.

He gave me an assist with the housework.
Could not walk without assistance.
Rescue party went to their aid.
Offered his help in unloading.
aid, assist, assistance, help

ଅର୍ଥ : ଅନୁକୂଳ ହେବା ଅବସ୍ଥା ବା ଭାବ

ଉଦାହରଣ : ଅନୁକୂଳତା ଥିଲେ କାମ କରିବା ସହଜ ହୋଇଥାଏ

ସମକକ୍ଷ : ଅନୁକୂଳତା, ଅବିରୁଦ୍ଧତା, ଅବିରୋଧିତା, ସପକ୍ଷତା

अनुकूल होने की अवस्था या भाव।

अनुकूलता हो तो काम करना सहज होता है।
अनुकूलता, अप्रतिकूलता, अविरुद्धता, अविरोध, मुआफकत, मुआफ़िक़त, मुआफिकत

A feeling of sympathetic understanding.

compatibility

ଅର୍ଥ : କୌଣସି କାମରେ ଯୋଗଦେବା ବା ସହାୟକ ହେବାର ପ୍ରକ୍ରିୟା

ଉଦାହରଣ : ସମସ୍ତ ଗ୍ରାମବାସୀଙ୍କ ଯୋଗଦାନରେ ଏହି ମନ୍ଦିର ନିର୍ମାଣ କରାଯାଇଛି

ସମକକ୍ଷ : ଯୋଗଦାନ

किसी काम में साथ देने या सहायक होने की क्रिया।

सभी ग्रामवासियों के योगदान से इस मंदिर का निर्माण हुआ है।
जोग, योग, योगदान