ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ବବ୍ୟାପିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ବବ୍ୟାପିତା   ବିଶେଷ୍ୟ

ଅର୍ଥ : ସର୍ବବିଦ୍ୟମାନ ହେବାର ଗୁଣ ବା ଅବସ୍ଥା

ଉଦାହରଣ : ଈଶ୍ୱରଙ୍କ ସର୍ବବ୍ୟାପିତାରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି

ସମକକ୍ଷ : ସର୍ବବିଦ୍ୟମାନତା

सर्वविद्यमान होने का गुण या अवस्था।

ईश्वर की सर्वविद्यमानता में मुझे पूर्ण विश्वास है।
सर्वविद्यमानता

The state of being everywhere at once (or seeming to be everywhere at once).

omnipresence, ubiquitousness, ubiquity

ଅର୍ଥ : ସର୍ବତ୍ର ବ୍ୟାପ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ଈଶ୍ୱରଙ୍କ ସର୍ବବ୍ୟାପିତା ଉପରେ ମୋର କଦାପି ସଂଶୟ ନଥାଏ

ସମକକ୍ଷ : ଅଭିବ୍ୟାପ୍ତି, ସର୍ବବ୍ୟାପିତ୍ୱ

सर्वत्र व्याप्त होने की अवस्था या भाव।

ईश्वर की अभिव्याप्ति पर मुझे कभी संशय नहीं होता है।
अभिव्याप्ति, अभ्याश