ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିବ୍ୟାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିବ୍ୟାପ୍ତି   ବିଶେଷ୍ୟ

ଅର୍ଥ : ସର୍ବତ୍ର ବ୍ୟାପ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ଈଶ୍ୱରଙ୍କ ସର୍ବବ୍ୟାପିତା ଉପରେ ମୋର କଦାପି ସଂଶୟ ନଥାଏ

ସମକକ୍ଷ : ସର୍ବବ୍ୟାପିତା, ସର୍ବବ୍ୟାପିତ୍ୱ

सर्वत्र व्याप्त होने की अवस्था या भाव।

ईश्वर की अभिव्याप्ति पर मुझे कभी संशय नहीं होता है।
अभिव्याप्ति, अभ्याश