ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମୟ ସ୍ଥିର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମୟ ସ୍ଥିର କରିବା   କ୍ରିୟାପଦ

ଅର୍ଥ : ଇପ୍ସିତ ସମୟ ମଧ୍ୟରେ କୌଣସି କାର୍ଯ୍ୟ ସମ୍ପନ୍ନ ହେବାପାଇଁ ସମୟ ନିର୍ଦ୍ଧାରଣ କରିବା

ଉଦାହରଣ : ଯୁବରାଜ ବଲଟିକୁ ସୀମାପାର କରିବାପାଇଁ ସମୟ ନିର୍ଦ୍ଧାରଣ କଲେ

ସମକକ୍ଷ : ସମୟ ଥୟ କରିବା, ସମୟ ନିର୍ଦ୍ଧାରଣ କରିବା

* समय का इस प्रकार समयोजन करना कि इच्छित समय पर बल लगे और कार्य हो।

युवराज ने गेंद को सीमा पार पहुँचाने के लिए समय का समायोजन किया।
समय का समायोजन करना, समय समायोजित करना

Adjust so that a force is applied and an action occurs at the desired time.

The good player times his swing so as to hit the ball squarely.
time

ଅର୍ଥ : କୌଣସି କାର୍ଯ୍ୟ,ଘଟଣା ଆଦିପାଇଁ ସମୟ ନିର୍ଦ୍ଧାରଣ କରିବା

ଉଦାହରଣ : ସେ ପ୍ରତ୍ୟେକ କାମ କରିବାପାଇଁ ସମୟ ସ୍ଥିର କରେ

ସମକକ୍ଷ : ସମୟ ଥୟ କରିବା, ସମୟ ନିର୍ଦ୍ଧାରଣ କରିବା, ସମୟ ନିଶ୍ଚିତ କରିବା

* किसी कार्य, घटना आदि के लिए समय निर्धारित करना।

वह हर काम करने के लिए समय निर्धारित करता है।
समय नियत करना, समय निर्धारित करना, समय निश्चित करना

Assign a time for an activity or event.

The candidate carefully timed his appearance at the disaster scene.
time