ଅର୍ଥ : ଇପ୍ସିତ ସମୟ ମଧ୍ୟରେ କୌଣସି କାର୍ଯ୍ୟ ସମ୍ପନ୍ନ ହେବାପାଇଁ ସମୟ ନିର୍ଦ୍ଧାରଣ କରିବା
ଉଦାହରଣ :
ଯୁବରାଜ ବଲଟିକୁ ସୀମାପାର କରିବାପାଇଁ ସମୟ ନିର୍ଦ୍ଧାରଣ କଲେ
ସମକକ୍ଷ : ସମୟ ଥୟ କରିବା, ସମୟ ସ୍ଥିର କରିବା
ଅର୍ଥ : କୌଣସି କାର୍ଯ୍ୟ,ଘଟଣା ଆଦିପାଇଁ ସମୟ ନିର୍ଦ୍ଧାରଣ କରିବା
ଉଦାହରଣ :
ସେ ପ୍ରତ୍ୟେକ କାମ କରିବାପାଇଁ ସମୟ ସ୍ଥିର କରେ
ସମକକ୍ଷ : ସମୟ ଥୟ କରିବା, ସମୟ ନିଶ୍ଚିତ କରିବା, ସମୟ ସ୍ଥିର କରିବା