ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ମୋହନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ମୋହନ   ବିଶେଷ୍ୟ

ଅର୍ଥ : ସମ୍ମୋହିତ କରିବା ପ୍ରକ୍ରିୟା ବା ଭାବ

ଉଦାହରଣ : ତାଙ୍କ କଥାରେ ସମ୍ମୋହନ ଥିଲା, କାରଣ ସେ ଯେମିତି କହିଲେ ଆମେ ସେମିତି କଲୁ

सम्मोहित करने की क्रिया या भाव।

उसकी बातों में सम्मोहन था, क्योंकि वह जैसा बोलता गया हम वैसा ही करते गए।
सम्मोहन

The act of inducing hypnosis.

hypnotism, mesmerism, suggestion

ଅର୍ଥ : ପ୍ରେରିତ ନିଦର ଯେଉଁ ଅବସ୍ଥାରେ ଶୋଇଥିବା ବ୍ୟକ୍ତି କେବଳ ବାହାର ଇଙ୍ଗିତରେ ଚାଲେ

ଉଦାହରଣ : ମନୋଚିକିତ୍ସକମାନେ ସମ୍ମୋହନ ଦ୍ୱାରା ତାହାର ମାନସିକ ଅବସ୍ଥାକୁ ବୁଝିବାର ପ୍ରୟାସ କଲେ

प्रेरित नींद की वह अवस्था जिसमें सोता हुआ व्यक्ति केवल बाहरी इशारों पर चलता है।

मनोचिकित्सक ने सम्मोहन के दौरान उसकी मानसिक अवस्था को समझने का प्रयास किया।
सम्मोहन

A state that resembles sleep but that is induced by suggestion.

hypnosis