ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ଭାଳି ଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ଭାଳି ଯିବା   କ୍ରିୟାପଦ

ଅର୍ଥ : ଆଘାତ ଅଥବା ହାନିରୁ ରକ୍ଷା କରିବା

ଉଦାହରଣ : ରାସ୍ତା ବହୁତ ଆବଡ଼ାଖାବଡ଼ା, ଟିକିଏ ସମ୍ଭାଳି ଯାଆନ୍ତୁ

ଅର୍ଥ : ଖରାପ ଦଶାରୁ ଭଲ ଦଶାକୁ ଆସିବା

ଉଦାହରଣ : ସରୋଜର ଚାକିରି ହୋଇଯିବାରୁ ତା ଘର ରକ୍ଷା ପାଇଗଲା

ସମକକ୍ଷ : ରକ୍ଷା ପାଇବା

बुरी दशा से अच्छी दशा में आना।

सरोज की नौकरी लगने से घर सँभल गया।
सँभलना, संभलना, सम्हलना

Return to a former condition.

The jilted lover soon rallied and found new friends.
The stock market rallied.
rally, rebound