ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ଷା ପାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ଷା ପାଇବା   କ୍ରିୟାପଦ

ଅର୍ଥ : କାହାରି ସଙ୍ଗେ ରହିବା ବା ପଛରେ ଲାଗିବା କାରଣରୁ ଅନ୍ୟଦ୍ୱାରା ହଇରାଣ ହେବାରୁ ରକ୍ଷା ପାଇବା

ଉଦାହରଣ : ଅତିକଷ୍ଟରେ ଆମେ ତାଠାରୁ ରକ୍ଷା ପାଇଲୁ

ସମକକ୍ଷ : ପିଛାରୁ ବିରତ ହେବା

किसी के साथ रहने या पीछे लगने के कारण तंग होने से बचना।

बमुश्किल हमने उससे पिंड छुड़ाया।
छुटकारा पाना, पिंड छुड़ाना, पीछा छुड़ाना

ଅର୍ଥ : ଖରାପ ଦଶାରୁ ଭଲ ଦଶାକୁ ଆସିବା

ଉଦାହରଣ : ସରୋଜର ଚାକିରି ହୋଇଯିବାରୁ ତା ଘର ରକ୍ଷା ପାଇଗଲା

ସମକକ୍ଷ : ସମ୍ଭାଳି ଯିବା

बुरी दशा से अच्छी दशा में आना।

सरोज की नौकरी लगने से घर सँभल गया।
सँभलना, संभलना, सम्हलना

Return to a former condition.

The jilted lover soon rallied and found new friends.
The stock market rallied.
rally, rebound