ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବନ୍ଧକାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବନ୍ଧକାରକ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଯେଉଁ କାରକଦ୍ୱାରା କୌଣସି ଏକ ଶବ୍ଦର ଅନ୍ୟ ଏକ ଶବ୍ଦସହିତ ଥିବା ସମ୍ପର୍କ ସୂଚିତ ହୁଏ

ଉଦାହରଣ : ସମ୍ବନ୍ଧକାରକର ବିଭକ୍ତି ଚିହ୍ନ କା,କେ,କି,ରା,ରେ, ରି ଇତ୍ୟାଦି ଯେପରି ରାମର ପୁସ୍ତକ

ସମକକ୍ଷ : ଷଷ୍ଠୀ

व्याकरण में वह कारक जिससे एक शब्द का दूसरे शब्द के साथ संबंध सूचित होता है।

संबंधकारक की विभक्ति का, के, की, रा, रे री आदि हैं जैसे यह राम की पुस्तक है।
षष्ठी, संबंध, संबंधकारक, सम्बन्ध, सम्बन्ध कारक

The case expressing ownership.

genitive, genitive case, possessive, possessive case