ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷଷ୍ଠୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷଷ୍ଠୀ   ବିଶେଷ୍ୟ

ଅର୍ଥ : ଶିଶୁଜନ୍ମର ଷଷ୍ଠ ଦିବସର କୃତ୍ୟ

ଉଦାହରଣ : ରୋହିତ ପୁଅର ଷଷ୍ଠୀ ଧୁମଧାମରେ ପାଳନ କରାଗଳା

ସମକକ୍ଷ : ଷଠୀ ପୂଜା

शिशु के जन्म के छठे दिन का कृत्य।

रोहित के बेटे की छठी धूम-धाम से मनाई गयी।
छठी, षष्ठी

ଅର୍ଥ : ଚାନ୍ଦ୍ରମାସର କୌଣସି ପକ୍ଷର ଷଷ୍ଠୀ ତିଥି

ଉଦାହରଣ : ଆଜି ଠାରୁ ଠିକ୍ ଚାରିଦିନ ପରେ ଷଷ୍ଠୀ

चांद्रमास के किसी पक्ष की छठी तिथि।

आज से ठीक चार दिन बाद षष्ठी है।
छट, छठ, छठी, षष्ठ, षष्ठी

ଅର୍ଥ : ବ୍ୟାକରଣର ଯେଉଁ କାରକଦ୍ୱାରା କୌଣସି ଏକ ଶବ୍ଦର ଅନ୍ୟ ଏକ ଶବ୍ଦସହିତ ଥିବା ସମ୍ପର୍କ ସୂଚିତ ହୁଏ

ଉଦାହରଣ : ସମ୍ବନ୍ଧକାରକର ବିଭକ୍ତି ଚିହ୍ନ କା,କେ,କି,ରା,ରେ, ରି ଇତ୍ୟାଦି ଯେପରି ରାମର ପୁସ୍ତକ

ସମକକ୍ଷ : ସମ୍ବନ୍ଧକାରକ

व्याकरण में वह कारक जिससे एक शब्द का दूसरे शब्द के साथ संबंध सूचित होता है।

संबंधकारक की विभक्ति का, के, की, रा, रे री आदि हैं जैसे यह राम की पुस्तक है।
षष्ठी, संबंध, संबंधकारक, सम्बन्ध, सम्बन्ध कारक

The case expressing ownership.

genitive, genitive case, possessive, possessive case

ଅର୍ଥ : ଯେଉଁ ଦେବୀଙ୍କର ପୂଜା ଷଷ୍ଠୀ ତିଥିରେ କରାଯାଏ

ଉଦାହରଣ : ବିହାରରେ ବଡ଼ ଧୁମଧାମରେ ଷଷ୍ଠୀଦେବୀଙ୍କ ପୂଜା କରାଯାଏ

ସମକକ୍ଷ : ଷଠୀ ମା, ଷଷ୍ଠୀଦେବୀ

एक देवी जिनका पूजन छठी के अवसर पर किया जाता है।

बिहार में छठी की पूजा बड़े धूम-धाम से की जाती है।
छठी, छठी माँ, छठी माई, षष्ठी, षष्ठी माता

A female deity.

goddess