ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାଧାନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାଧାନ କରିବା   କ୍ରିୟାପଦ

ଅର୍ଥ : କୌଣସି ସମସ୍ୟା ଆଦିର ସମାଧାନ କରିବା

ଉଦାହରଣ : ମୁଁ ମୋ ସମସ୍ୟାର ସମାଧାନ କରୁଛି

ସମକକ୍ଷ : ନିରାକରଣ କରିବା, ପ୍ରତିକାର କରିବା, ମୀମାଂସା କରିବା

* किसी समस्या आदि का समाधान पाना।

मैं अपनी समस्या हल कर रहा हूँ।
निराकरण करना, समाधान करना, हल करना

Find the solution to (a problem or question) or understand the meaning of.

Did you solve the problem?.
Work out your problems with the boss.
This unpleasant situation isn't going to work itself out.
Did you get it?.
Did you get my meaning?.
He could not work the math problem.
figure out, lick, puzzle out, solve, work, work out

ଅର୍ଥ : ନିର୍ଣ୍ଣିତ ବା ମୀମାଂସିତ ହେବା

ଉଦାହରଣ : ସରକାରୀ ମାମଲାରଗୁଡ଼ିକ ବଡ଼ ମୁସ୍କିଲରେ ସମାଧାନ ହୁଏ

ସମକକ୍ଷ : ନିର୍ଣ୍ଣିତ ହେବା, ମୀମାଂସିତ ହେବା, ସମାଧାନ ହେବା

निर्णित या तय होना।

सरकारी मामले बड़ी मुश्किल से निपटते हैं।
निपटना, निबटना

Reach a conclusion after a discussion or deliberation.

conclude, resolve

ଅର୍ଥ : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା

ଉଦାହରଣ : ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି

ସମକକ୍ଷ : ବୁଝାଶୁଝା କରିବା, ମୀମାଂସା କରିବା

किसी बात आदि को तय करना या उसका निर्णय करना।

दादाजी झगड़ा निपटा रहे हैं।
निपटाना, निपटारा करना, निबटाना, फरियाना, समाधान करना, सुलझाना