ଅର୍ଥ : କୌଣସି ସମସ୍ୟା ଆଦିର ସମାଧାନ କରିବା
ଉଦାହରଣ :
ମୁଁ ମୋ ସମସ୍ୟାର ସମାଧାନ କରୁଛି
ସମକକ୍ଷ : ନିରାକରଣ କରିବା, ପ୍ରତିକାର କରିବା, ସମାଧାନ କରିବା
ଅର୍ଥ : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା
ଉଦାହରଣ :
ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି
ସମକକ୍ଷ : ବୁଝାଶୁଝା କରିବା, ସମାଧାନ କରିବା