ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମସ୍ୟାରେ ପକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମସ୍ୟାରେ ପକାଇବା   କ୍ରିୟାପଦ

ଅର୍ଥ : ସଙ୍କଟ ବା ବିପତ୍ତିର ସମ୍ଭାବନାଶୀଳ ସ୍ଥିତିରେ ପକାଇବା

ଉଦାହରଣ : ଏହି କାମପାଇଁ ମୁଁ ମୋ ସମ୍ମାନକୁ ବିପଦରେ ପକାଇବି

ସମକକ୍ଷ : ବିପଦରେ ପକାଇବା, ସଙ୍କଟରେ ପକାଇବା

* संकट या विपत्ति की संभावनावाली स्थिति में डालना।

इस काम के लिए मैं अपनी प्रतिष्ठा को खतरे में डालूँगा।
खतरे में डालना, दाँव पर रखना

ଅର୍ଥ : ଝଞ୍ଜଟରେ ପକାଇବା

ଉଦାହରଣ : ସେ ମୋତେ ଅସୁବିଧାରେ ପକାଇଲା

ସମକକ୍ଷ : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ହଇରାଣ କରିବା

झंझट में डालना।

उसने मुझे झंझट में डाल दिया।
अवडेरना, झंझट में डालना

To cause inconvenience or discomfort to.

Sorry to trouble you, but....
bother, discommode, disoblige, incommode, inconvenience, put out, trouble