ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିନ୍ନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିନ୍ନତା   ବିଶେଷ୍ୟ

ଅର୍ଥ : ଭିନ୍ନତ୍ୱର ଅଭାବ

ଉଦାହରଣ : ଅଭିନ୍ନତ୍ୱ କାରଣରୁ ଯାଆଁଳା ଭଉଣୀଙ୍କୁ ଚିହ୍ନିବା କଷ୍ଟକର

ସମକକ୍ଷ : ଅଭିନ୍ନତ୍ୱ, ଏକରୂପତା, ସମରୂପତା

भिन्नत्व का अभाव।

अभिन्नता के कारण जुड़वाँ बहनों को पहचानना मुश्किल हो जाता है।
अभिन्नता, अभिन्नत्व, अभेद, अभेय, अभेव, अविशेष, एकत्व, एकरूपता, सर्वसमता

The quality of lacking diversity or variation (even to the point of boredom).

uniformity, uniformness