ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଫଳ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଫଳ ହେବା   କ୍ରିୟାପଦ

ଅର୍ଥ : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା

ଉଦାହରଣ : ଏବେ ଆମ ଯୋଜନା ସାକାର ହେଉଛି

ସମକକ୍ଷ : ଫଳପ୍ରଦ ହେବା, ଫଳପ୍ରସୂ ହେବା, ସାକାର ହେବା

* एक विशिष्ट तत्त्व के रूप में विकसित होना।

अब हमारी योजनाएँ आकार ले रही हैं।
आकार लेना, रूप लेना

ଅର୍ଥ : କୌଣସି ପରୀକ୍ଷାଆଦିରେ ସଫଳତା ଅର୍ଜନ କରିବା

ଉଦାହରଣ : ଆପଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି

ସମକକ୍ଷ : ଉତ୍ତୀର୍ଣ୍ଣ ହେବା, ପାସ୍‌ ହେବା

किसी परीक्षा आदि में सफलता हासिल करना।

आप इस परीक्षा में उत्तीर्ण हुए।
उत्तीर्ण करना, उत्तीर्ण होना, क्वॉलिफाई करना, क्वॉलिफाई होना, खरा उतरना, निकलना, पास करना, पास होना, सफल होना

Go successfully through a test or a selection process.

She passed the new Jersey Bar Exam and can practice law now.
make it, pass