ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାକାର ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାକାର ହେବା   କ୍ରିୟାପଦ

ଅର୍ଥ : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା

ଉଦାହରଣ : ଏବେ ଆମ ଯୋଜନା ସାକାର ହେଉଛି

ସମକକ୍ଷ : ଫଳପ୍ରଦ ହେବା, ଫଳପ୍ରସୂ ହେବା, ସଫଳ ହେବା

* एक विशिष्ट तत्त्व के रूप में विकसित होना।

अब हमारी योजनाएँ आकार ले रही हैं।
आकार लेना, रूप लेना