ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ତାନହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ତାନହୀନ   ବିଶେଷଣ

ଅର୍ଥ : ଯାହାର କୌଣସି ସନ୍ତାନ ନାହିଁ

ଉଦାହରଣ : ନିଃସନ୍ତାନ ଶୁକ୍ଳା ଦମ୍ପତ୍ତି ଅନାଥାଶ୍ରମରୁ ଗୋଟିଏ ପିଲାକୁ ପୋଷ୍ୟପୁତ୍ର କଲେ

ସମକକ୍ଷ : ଅନପତ୍ୟ, ନିଃସନ୍ତାନ, ସନ୍ତାନ ରହିତ

जिसे कोई संतान न हो।

निस्संतान शुक्ला दम्पत्ति ने अनाथालय से एक बच्चे को गोद लिया।
अऊत, अनपत्य, अवंश, अशिशु, निःसंतान, निरन्वय, निस्संतान, बे-औलाद, बेऔलाद, ला-वल्द, संतानरहित, संतानहीन

Without offspring.

In some societies a childless woman is rejected by her tribesmen.
childless

ଅର୍ଥ : ଯାହାର ସନ୍ତାନ ହୁଏନାହିଁ(ପୁରୁଷ)

ଉଦାହରଣ : ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ

ସମକକ୍ଷ : ଆଣ୍ଠୁକୁଡ଼ା

जिसे संतान न हो (पुरुष)।

निपूत मंगल ने दूसरी शादी करने से इंकार कर दिया।
निपूत, निपूता

Without offspring.

In some societies a childless woman is rejected by her tribesmen.
childless