ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନପତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନପତ୍ୟ   ବିଶେଷଣ

ଅର୍ଥ : ଯାହାର କୌଣସି ସନ୍ତାନ ନାହିଁ

ଉଦାହରଣ : ନିଃସନ୍ତାନ ଶୁକ୍ଳା ଦମ୍ପତ୍ତି ଅନାଥାଶ୍ରମରୁ ଗୋଟିଏ ପିଲାକୁ ପୋଷ୍ୟପୁତ୍ର କଲେ

ସମକକ୍ଷ : ନିଃସନ୍ତାନ, ସନ୍ତାନ ରହିତ, ସନ୍ତାନହୀନ

जिसे कोई संतान न हो।

निस्संतान शुक्ला दम्पत्ति ने अनाथालय से एक बच्चे को गोद लिया।
अऊत, अनपत्य, अवंश, अशिशु, निःसंतान, निरन्वय, निस्संतान, बे-औलाद, बेऔलाद, ला-वल्द, संतानरहित, संतानहीन

Without offspring.

In some societies a childless woman is rejected by her tribesmen.
childless