ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ତକ   ବିଶେଷ୍ୟ

ଅର୍ଥ : ନିଜ ହାତରେ ଲେଖାଯାଇଥିବା ନିଜ ନାମ ଯାହା କୌଣସି ଲେଖା ଆଦିକୁ ପ୍ରମାଣିତ କରିବା କିମ୍ବା ତାହାର ଉତ୍ତରଦାୟିତ୍ୱର ସ୍ୱୀକୃତି ସୂଚକ ହୋଇଥାଏ

ଉଦାହରଣ : ଚରିତ୍ର ପ୍ରମାଣପତ୍ର ଉପରେ ମୋତେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ କରେଇବାକୁ ପଡ଼ିବ

ସମକକ୍ଷ : ଦସ୍ତଖତ

अपने हाथ से लिखा हुआ अपना नाम जो किसी लेख आदि को प्रमाणित करने या उसके उत्तरदायित्व की स्वीकृति का सूचक होता है।

मुझे प्रधानाचार्यजी से चरित्र-प्रमाणपत्र पर हस्ताक्षर करवाना है।
दसखत, दस्तखत, दस्तख़त, सही, साइन, हस्ताक्षर

Your name written in your own handwriting.

signature