ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଦାବର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଦାବର୍ତ୍ତ   ବିଶେଷ୍ୟ

ଅର୍ଥ : ସାଧୁ-ସନ୍ଥମାନଙ୍କ ଭୋଜି

ଉଦାହରଣ : ଏହି ମନ୍ଦିରରେ ଏକ ବହୁତ ବଡ଼ ସଦାବର୍ତ୍ତର ଆୟୋଜନ କରାଯାଇଛି

ସମକକ୍ଷ : ଭଂଡାରା

साधु-संतों का भोज।

इस मंदिर में एक बहुत बड़े भंडारे का आयोजन किया गया है।
भंडारा

ଅର୍ଥ : ବ୍ରତ ଅନୁଯାୟୀ ଏକ ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ଗରିବମାନଙ୍କୁ ଦୈନିକ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ପଦାର୍ଥ ବାଣ୍ଟିବାର କାର୍ଯ୍ୟ

ଉଦାହରଣ : ଆଧୁନିକ ଯୁଗରେ ବି କିଛିଲୋକ ସଦାବ୍ରତ ଚଳାଇଛନ୍ତି

ସମକକ୍ଷ : ସଦାବ୍ରତ

लिए गए व्रत के अनुसार गरीबों में एक निश्चित समय सीमा तक प्रतिदिन भोजन और अन्य जरूरी वस्तुएँ बाँटने का कार्य।

आधुनिक युग में भी कुछ लोग सदावर्त चलाते हैं।
सदावर्त

ଅର୍ଥ : ସଦାବର୍ତ୍ତ କାରଣରୁ ଗରିବ ଲୋକମାନଙ୍କୁ ଦିଆ ଯାଉଥିବା ଭୋଜନ,ଅନ୍ନ,ବସ୍ତ୍ର ଆଦି

ଉଦାହରଣ : ସେଠଜୀ ସଦାବର୍ତ୍ତ ବାଣ୍ଟୁଛନ୍ତି

सदावर्त के दौरान गरीबों को दिया जाने वाला भोजन, अन्न, वस्त्र आदि।

सेठजी सदावर्त बाँट रहे हैं।
सदावर्त