ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ୟବାନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ୟବାନ୍   ବିଶେଷଣ

ଅର୍ଥ : ସଦାସର୍ବଦା ସତ୍ୟରେ ଅଟଳ ରହିବା ଲୋକ

ଉଦାହରଣ : ହରିଶ୍ଚନ୍ଦ୍ର ଜଣେ ସତ୍ୟନିଷ୍ଠ ରାଜା ଥିଲେ, ସେ ଆଜୀବନ ସତ୍ୟରେ ଅଟଳ ଥିଲେ

ସମକକ୍ଷ : ସତ୍ୟନିଷ୍ଠ, ସତ୍ୟବ୍ରତ

सदा सत्य पर अटल रहनेवाला।

राजा हरिश्चन्द्र एक सत्यनिष्ठ व्यक्ति थे,वे आजीवन सत्य पर टिके रहे।
सत्यनिष्ठ, सत्यव्रत

ଅର୍ଥ : ଯେ ସତ କହେ

ଉଦାହରଣ : ଯୁଧିଷ୍ଠିର ଜଣେ ସତ୍ୟବାଦୀ ବ୍ୟକ୍ତି ଥିଲେ

ସମକକ୍ଷ : ସତ୍ୟବାଦୀ

जो सत्य बोलता हो।

युधिष्ठिर एक सत्यवादी व्यक्ति थे।
यथार्थवादी, सच्चा, सत्यभाषी, सत्यवक्ता, सत्यवादी, साँच, साँचा, सांच, सांचा