ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ୟନିଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ୟନିଷ୍ଠ   ବିଶେଷଣ

ଅର୍ଥ : ସଦାସର୍ବଦା ସତ୍ୟରେ ଅଟଳ ରହିବା ଲୋକ

ଉଦାହରଣ : ହରିଶ୍ଚନ୍ଦ୍ର ଜଣେ ସତ୍ୟନିଷ୍ଠ ରାଜା ଥିଲେ, ସେ ଆଜୀବନ ସତ୍ୟରେ ଅଟଳ ଥିଲେ

ସମକକ୍ଷ : ସତ୍ୟବାନ୍, ସତ୍ୟବ୍ରତ

सदा सत्य पर अटल रहनेवाला।

राजा हरिश्चन्द्र एक सत्यनिष्ठ व्यक्ति थे,वे आजीवन सत्य पर टिके रहे।
सत्यनिष्ठ, सत्यव्रत