ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଜ୍ଜିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଜ୍ଜିତ କରିବା   କ୍ରିୟାପଦ

ଅର୍ଥ : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା

ଉଦାହରଣ : ସେ ଲାବରେଟୋରୀକୁ ଉପକରଣରେ ସଜାଉଛି

ସମକକ୍ଷ : ସଜାଇବା, ସଜ୍ଜୀକରଣ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା

* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।

वह प्रयोगशाला को उपकरणों से सुसज्जित कर रहा है।
लैस करना, सुसज्जित करना

Equip with instruments for measuring, recording, or controlling.

instrument

ଅର୍ଥ : କୁଶଳ ବା ସୁନ୍ଦର କରିବା

ଉଦାହରଣ : ନୂଆ ବୋହୂ ଘରକୁ ସଜାଡ଼ି ଦେଇଛି

ସମକକ୍ଷ : ସଜାଡ଼ିଦେବା, ସୁବିନ୍ୟସ୍ତ କରିବା

सुघड़ या सुंदर बनाना।

नई बहू चेहरा सुघड़ा रही है।
सुघड़ाना, सुघराना, सुडौल बनाना

ଅର୍ଥ : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)

ଉଦାହରଣ : ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି

ସମକକ୍ଷ : ଅଳଙ୍କୃତ କରିବା, ସଜାଇବା, ସଜେଇବା

ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।

नई बहू ने घर को बहुत बढ़िया सजाया है।
अलंकृत करना, माँड़ना, सँजोना, सँवारना, संजोना, सजाना, सजावट करना, सज्जित करना

Make more attractive by adding ornament, colour, etc..

Decorate the room for the party.
Beautify yourself for the special day.
adorn, beautify, decorate, embellish, grace, ornament