ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳଙ୍କୃତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳଙ୍କୃତ କରିବା   କ୍ରିୟାପଦ

ଅର୍ଥ : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)

ଉଦାହରଣ : ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି

ସମକକ୍ଷ : ସଜାଇବା, ସଜେଇବା, ସଜ୍ଜିତ କରିବା

ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।

नई बहू ने घर को बहुत बढ़िया सजाया है।
अलंकृत करना, माँड़ना, सँजोना, सँवारना, संजोना, सजाना, सजावट करना, सज्जित करना

Make more attractive by adding ornament, colour, etc..

Decorate the room for the party.
Beautify yourself for the special day.
adorn, beautify, decorate, embellish, grace, ornament

ଅର୍ଥ : ଅଳଂକୃତ କରିବା (ପ୍ରଶଂସା ସହିତ)

ଉଦାହରଣ : ରାଜା ସେନାପତିଙ୍କୁ ଗୋଟିଏ ନୂଆ ଉପାଧିରେ ଅଳଂକୃତ କଲେ

ସମକକ୍ଷ : ଅଳଂକୃତ କରିବା

अलंकृत करना (प्रशंसा सहित)।

राजा ने सेनापति को एक नई उपाधि से नवाजा।
नवाजना, नवाज़ना