ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅପରାଧୀକୁ ତାହାର ଅପରାଧର ଫଳସ୍ୱରୂପ କଷ୍ଟ,ଆର୍ଥିକ କ୍ଷତି ଆଦି ପହଞ୍ଚାଇବା ବା ବିଧାନ କରିବା
ଉଦାହରଣ : ହତ୍ୟା ଅପରାଧରେ ନ୍ୟାୟାଧୀଶ ଶ୍ୟାମକୁ ଆଜୀବନ କାରାବାସ ଦଣ୍ଡଦେଲେ
ସମକକ୍ଷ : ଦଣ୍ଡଦେବା, ଦଣ୍ଡିତ କରିବା, ଶାସ୍ତି ଦେବା, ସଜାଦେବା
अपराधी को उसके अपराध के फलस्वरूप पीड़ा, आर्थिक हानि आदि पहुँचाना या नियत करना।
ସଂସ୍ଥାପନ କରନ୍ତୁ