ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାସ୍ତି ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାସ୍ତି ଦେବା   କ୍ରିୟାପଦ

ଅର୍ଥ : ଅପରାଧୀକୁ ତାହାର ଅପରାଧର ଫଳସ୍ୱରୂପ କଷ୍ଟ,ଆର୍ଥିକ କ୍ଷତି ଆଦି ପହଞ୍ଚାଇବା ବା ବିଧାନ କରିବା

ଉଦାହରଣ : ହତ୍ୟା ଅପରାଧରେ ନ୍ୟାୟାଧୀଶ ଶ୍ୟାମକୁ ଆଜୀବନ କାରାବାସ ଦଣ୍ଡଦେଲେ

ସମକକ୍ଷ : ଦଣ୍ଡଦେବା, ଦଣ୍ଡିତ କରିବା, ସଜା ଶୁଣାଇବା, ସଜାଦେବା

अपराधी को उसके अपराध के फलस्वरूप पीड़ा, आर्थिक हानि आदि पहुँचाना या नियत करना।

हत्या के अपराध में न्यायाधीश ने श्याम को आजीवन कारावास का दंड दिया।
दंड देना, दंड सुनाना, दंडित करना, दण्ड देना, दण्ड सुनाना, दण्डित करना, सज़ा देना, सज़ा सुनाना, सजा देना, सजा सुनाना