ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସକାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସକାଣ   ବିଶେଷ୍ୟ

ଅର୍ଥ : ଧୀରେଧୀରେ ବା ସକେଇସକେଇ କାନ୍ଦିବା ପ୍ରକ୍ରିୟା

ଉଦାହରଣ : ସୀତାର ସକାଣ ଶୁଣି ତା ମାଆ ତା ରୁମକୁ ଆସିଲେ

ସମକକ୍ଷ : ସକା କାନ୍ଦ, ସକେଇ କାନ୍ଦଣା

धीरे-धीरे या सिसक-सिसककर रोने का शब्द।

सीता की सिसकी सुनकर उसकी माँ उसके कमरे में आयी।
ईबीसीबी, सिसकार, सिसकारी, सिसकी, सुसकी

Convulsive gasp made while weeping.

sob, sobbing