ଅର୍ଥ : କୌଣସି ବିଶେଷ କାମ,ବ୍ୟକ୍ତି ଆଦିଙ୍କପାଇଁ କିଛି ବ୍ୟବସ୍ଥା କରିବା ବା ଦେବା
ଉଦାହରଣ :
ମୋ ପଢାପାଇଁ ବାପା କିଛି ଟଙ୍କା ଅଲଗା ରଖିଛନ୍ତି
ସମକକ୍ଷ : ଅଲଗା ରଖିବା, ପୃଥକ ରଖିବା
ଅର୍ଥ : ବିଶେଷକରି ଭବିଷ୍ୟତରେ ବ୍ୟବହାର କରିବାପାଇଁ ବା କୌଣସି ଘଟନ ବା ଅଘଟନପାଇଁ ଅଲଗା ରଖିବା
ଉଦାହରଣ :
ଆପଣ କିଛି ଧନ ଅଲଗା ରଖନ୍ତୁ
ସମକକ୍ଷ : ଅଲଗା ରଖିବା, ପୃଥକ ରଖିବା