ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲଗା ରଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲଗା ରଖିବା   କ୍ରିୟାପଦ

ଅର୍ଥ : କୌଣସି ବିଶେଷ କାମ,ବ୍ୟକ୍ତି ଆଦିଙ୍କପାଇଁ କିଛି ବ୍ୟବସ୍ଥା କରିବା ବା ଦେବା

ଉଦାହରଣ : ମୋ ପଢାପାଇଁ ବାପା କିଛି ଟଙ୍କା ଅଲଗା ରଖିଛନ୍ତି

ସମକକ୍ଷ : ପୃଥକ ରଖିବା, ସଂରକ୍ଷିତ ରଖିବା

* किसी विशेष काम, व्यक्ति आदि के लिए कोई साधन नियुक्त करना या देना।

मेरी पढ़ाई के लिए पिताजी ने कुछ पैसे अलग रखा है।
अलग निकालना, अलग रक्षित करना, अलग रखना, पृथक निकालना, पृथक रक्षित करना

Give or assign a resource to a particular person or cause.

I will earmark this money for your research.
She sets aside time for meditation every day.
allow, appropriate, earmark, reserve, set aside

ଅର୍ଥ : ବିଶେଷକରି ଭବିଷ୍ୟତରେ ବ୍ୟବହାର କରିବାପାଇଁ ବା କୌଣସି ଘଟନ ବା ଅଘଟନପାଇଁ ଅଲଗା ରଖିବା

ଉଦାହରଣ : ଆପଣ କିଛି ଧନ ଅଲଗା ରଖନ୍ତୁ

ସମକକ୍ଷ : ପୃଥକ ରଖିବା, ସଂରକ୍ଷିତ ରଖିବା

* अलग रखना विशेषकर भविष्य में उपयोग के लिए या किसी होनी या अनहोनी के लिए।

आप कुछ धन अलग रखिए।
अलग रखना, रक्षित करना

Hold back or set aside, especially for future use or contingency.

They held back their applause in anticipation.
reserve