ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯୁକ୍ତ   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ସଂଯୁକ୍ତର ପ୍ରତ୍ୟେକ ପାଦରେ ଗୋଟିଏ ସଗଣ, ଦୁଇଟି ଜଗଣ ଏବଂ ଗୋଟିଏ ଗୁରୁ ହୁଏ

एक वर्णवृत्त।

संयुत के प्रत्येक चरण में एक सगण, दो जगण एवं एक गुरु होता है।
संयुत

(prosody) a system of versification.

poetic rhythm, prosody, rhythmic pattern

ସଂଯୁକ୍ତ   ବିଶେଷଣ

ଅର୍ଥ : ଯୋଡ଼ି ହୋଇ ବା ଲାଗିକରି

ଉଦାହରଣ : ସମାସରେ ସଂଯୁକ୍ତ ଶବ୍ଦ ଥାଏ

ସମକକ୍ଷ : ଅବିଭକ୍ତ, ମିଶ୍ରିତ, ଯୋଗ, ସଂଶ୍ଳିଷ୍ଟ, ସମ୍ମିଶ୍ରିତ

Being joined in close association.

Affiliated clubs.
All art schools whether independent or attached to universities.
affiliated, attached, connected

ଅର୍ଥ : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ

ଉଦାହରଣ : ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି

ସମକକ୍ଷ : ଏକତ୍ରିତ, ମିଶ୍ରିତ, ଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ

किसी से या किसी में मिला हुआ या युक्त।

दाल, चावल, रोटी, सब्जी, सलाद आदि सम्मिलित भोजन स्वास्थ्यप्रद होता है।
ईश्वर दृश्य अदृश्य सबमें सम्मिलित है।
अन्वित, अभिव्याप्त, इकसूत, मिलित, मिश्रित, युक्त, संश्लिष्ट, संसृष्ट, सम्मिलित

Made or joined or united into one.

combined