ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପାଦକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପାଦକ   ବିଶେଷ୍ୟ

ଅର୍ଥ : ଯେ କୌଣସି ସମାଚାରପତ୍ର ତଥା ପୁସ୍ତକକୁ କ୍ରମାନ୍ୱୟରେ ରଖି ମୁଦ୍ରଣପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରି ତାକୁ ପ୍ରକାଶ ଯୋଗ୍ୟ କରାଏ

ଉଦାହରଣ : ମାସିକ ପତ୍ରିକା କାଦମ୍ବିନୀର ସଂପାଦକ ହେଉଛନ୍ତି ଶ୍ରୀ ରାଜେନ୍ଦ୍ର ଅବସ୍ତୀ

वह जो किसी समाचार-पत्र अथवा पुस्तक को क्रम आदि से लगाकर और उसे सब प्रकार से ठीक करके प्रकाशित करता हो।

मासिक पत्रिका कादंबिनी के संपादक श्री राजेन्द्र अवस्थीजी हैं।
एडीटर, संपादक, सम्पादक

A person responsible for the editorial aspects of publication. The person who determines the final content of a text (especially of a newspaper or magazine).

editor, editor in chief