ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଘ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଘ   ବିଶେଷ୍ୟ

ଅର୍ଥ : କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟପାଇଁ ନିର୍ମିତ କମ୍ପାନୀ ସମୂହ

ଉଦାହରଣ : ସମବାୟ ସଂଘର ବୈଠକରେ କମ୍ପାନୀଗୁଡ଼ିକ ସମସ୍ତ ସଦସ୍ୟ ଭାଗ ନେଲେ

ସମକକ୍ଷ : ସମବାୟ ସଂଘ

* कुछ निश्चित उद्देश्य के लिए बना कंपनियों का समूह।

संघ की बैठक में सभी सदस्य कंपनियों ने भाग लिया।
संघ, समवाय-संघ

An association of companies for some definite purpose.

consortium, pool, syndicate

ଅର୍ଥ : ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ସମାଜ

ଉଦାହରଣ : ନିର୍ବାଣ ପ୍ରାପ୍ତିପାଇଁ ଲୋକେ ସଂଘର ଶରଣ ଯାଆନ୍ତି

प्राचीन बौद्ध भिक्षुओं आदि का धार्मिक समाज।

निर्वाण प्राप्ति के लिए लोग संघ की शरण में जाते हैं।
संघ

ଅର୍ଥ : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ

ଉଦାହରଣ : ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ

ସମକକ୍ଷ : ୟୁନିୟନ

ऐसे राज्यों का समूह जो अपने-अपने क्षेत्र में कुछ स्वतंत्र हों, पर कुछ विशिष्ट कार्य के लिए किसी केंद्रीय शासन के अधीन हों।

अंडमान निकोबार द्वीप समूह में संघ का शासन है।
यूनियन, संघ

A political unit formed from previously independent people or organizations.

The Soviet Union.
union

ଅର୍ଥ : ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ନିବାସ ସ୍ଥାନ

ଉଦାହରଣ : ଇଗତପୁରୀରେ ଏକ ପ୍ରସିଦ୍ଧ ସଂଘ ଅଛି

प्राचीन बौद्ध भिक्षुओं आदि का धार्मिक निवास स्थान।

इगतपुरी में एक प्रसिद्ध संघ है।
संघ

ଅର୍ଥ : କୌଣସି ଧର୍ମର ଯେଉଁ ଲୋକମାନେ ଏକାଠି ରହନ୍ତି

ଉଦାହରଣ : ଅଧିକଂଶ ଧାର୍ମିକ ସଂଘ ଧର୍ମ ପ୍ରଚାରରେ ଲାଗିଥାନ୍ତି

ସମକକ୍ଷ : ଧାର୍ମିକ ସଂଘ

किसी धर्म के लोग जो एक साथ रहते हैँ।

अधिकतर धार्मिक संघ धर्म प्रचार में लगे रहते हैं।
धार्मिक संघ, संघ

The members of a religious community living together.

house

ଅର୍ଥ : ପ୍ରାକୃତିକ ବସ୍ତୁଗୁଡ଼ିକର ପ୍ରାଥମିକ ବର୍ଗ

ଉଦାହରଣ : ଖଣିଜ ବର୍ଗ ମଧ୍ୟ ସଂଘର ଅନ୍ତର୍ଗତ

* प्राकृतिक वस्तुओं का प्राथमिक वर्ग।

खनिज वर्ग भी संघ के अंतर्गत आता है।
संघ

A basic group of natural objects.

kingdom