ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୟୁନିୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ୟୁନିୟନ   ବିଶେଷ୍ୟ

ଅର୍ଥ : ୟୁନାଇଟେଡ଼ ଷ୍ଟେଟ ବା ସଂଘୀୟ ରାଜ୍ୟ (ବିଶେଷକରି ଆମେରିକା ଗୃହଯୁଦ୍ଧ ସମୟର ଉତ୍ତର ରାଜ୍ୟ)

ଉଦାହରଣ : ଲୀ ମେରୀଲ୍ୟାଣ୍ଡକୁ ୟୁନିୟନରୁ ଅଲଗା କରିବାକୁ ଚାହୁଁଥିଲେ

* यूनाइटेड स्टेट या संघीय राज्य (खासकर अमरीकी गृह युद्ध के दौरान के उत्तरी राज्य )।

ली मेरीलैंड को यूनियन से अलग करना चाहता था।
उत्तर, नार्थ, नॉर्थ, यूनियन, संघ

The United States (especially the northern states during the American Civil War).

He has visited every state in the Union.
Lee hoped to detach Maryland from the Union.
The North's superior resources turned the scale.
north, union

ଅର୍ଥ : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ

ଉଦାହରଣ : ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ

ସମକକ୍ଷ : ସଂଘ

ऐसे राज्यों का समूह जो अपने-अपने क्षेत्र में कुछ स्वतंत्र हों, पर कुछ विशिष्ट कार्य के लिए किसी केंद्रीय शासन के अधीन हों।

अंडमान निकोबार द्वीप समूह में संघ का शासन है।
यूनियन, संघ

A political unit formed from previously independent people or organizations.

The Soviet Union.
union

ଅର୍ଥ : ପ୍ରଥମରୁ ସ୍ୱତନ୍ତ୍ର ବା ଆତ୍ମନିର୍ଭର ଲୋକଙ୍କଦ୍ୱାରା ବା ସଂସ୍ଥାନଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଟିଏ ରାଜନୈତିକ ମଣ୍ଡଳ

ଉଦାହରଣ : ଏହି ସମ୍ମେଳନୀରେ ୟୁରୋପୀୟ ସଙ୍ଗର ପ୍ରତିନିଧି ମଧ୍ୟ ଭାଗ ନେବେ ବଡ଼ବଡ଼ କମ୍ପାନୀମାନେ ମଧ୍ୟ ନିଜର ଗୋଟିଏ ସଙ୍ଘ ବନାଇଛନ୍ତି

ସମକକ୍ଷ : ସଙ୍ଘ

एक राजनैतिक इकाई जो पहले स्वतंत्र या आत्मनिर्भर लोगों या संस्थाओं द्वारा बनाई गई हो।

इस सम्मेलन में यूरोपीय संघ के प्रतिनिधि भी भाग लेंगे।
बड़ी-बड़ी कंपनियों ने भी अपना एक संघ बनाया है।
यूनियन, संघ

A political unit formed from previously independent people or organizations.

The Soviet Union.
union