ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଗ୍ରହଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଗ୍ରହଣ   ବିଶେଷ୍ୟ

ଅର୍ଥ : ସ୍ତ୍ରୀର କପାଳ,ସ୍ତନ ଆଦି ବର୍ଜ୍ୟ ସ୍ଥାନରେ ସ୍ପର୍ଶ

ଉଦାହରଣ : ସଂଗ୍ରହଣରେ ସଲଗ୍ନ ବ୍ୟକ୍ତି ବ୍ୟବଧାନ ବରଦାସ୍ତ କରିପାରେନାହିଁ

स्त्री के कपोल, स्तन आदि वर्ज्य स्थानों का स्पर्श।

संग्रहण में संलग्न व्यक्ति व्यवधान बरदाश्त न कर सका।
संग्रहण, सङ्ग्रहण

ଅର୍ଥ : ଏକତ୍ର କରିବାର ପ୍ରକ୍ରିୟା

ଉଦାହରଣ : ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ରାଜା ସୈନିକମାନଙ୍କର ଏକତ୍ରୀକରଣ କଲେ

ସମକକ୍ଷ : ଏକତ୍ରୀକରଣ, ସମୂହୀକରଣ

एकत्र करने या होने की क्रिया।

इस मंदिर को बनवाने के लिए बड़े पैमाने पर चंदे का एकत्रीकरण किया गया।
अवकलन, एकत्रीकरण, कलेक्शन, पुंजन, संग्रहण, संचयन, सङ्ग्रहण, सञ्चयन, समूहीकरण

The act of gathering something together.

aggregation, assembling, collecting, collection

ଅର୍ଥ : ସ୍ତ୍ରୀଙ୍କୁ ହରଣ କରିବାର କାମ

ଉଦାହରଣ : ରାଜାଙ୍କ ଲାଗି ସଂଗ୍ରହଣ ବହୁତ ସାଧାରଣ କଥାଥିଲା

स्त्री का हरण करने की क्रिया।

राजाओं के लिए संग्रहण बहुत आम बात थी।
संग्रहण, सङ्ग्रहण