ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂକ୍ରାନ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂକ୍ରାନ୍ତି   ବିଶେଷ୍ୟ

ଅର୍ଥ : ଯେତେବେଳେ ସୂର୍ଯ୍ୟ ଏକ ରାଶିରୁ ବାହାରି ଅନ୍ୟ ରାଶିରେ ଅବସ୍ଥାନ କରେ

ଉଦାହରଣ : କେତେକ ତିଥିପତ୍ରରେ ମାସର ଆରମ୍ଭ ସଂକ୍ରାନ୍ତିଠାରୁ ହୋଇଥାଏ

ସମକକ୍ଷ : ସଂକ୍ରମଣକାଳ

ठीक वह समय जब सूर्य एक राशि से निकलकर दूसरी राशि में प्रवेश करता है।

कुछ तिथिपत्रों में महीने का आरम्भ संक्रांति से होता है।
संक्रमण-काल, संक्रांत, संक्रांति, संक्रान्त, संक्रान्ति, सङ्क्रमण काल, सङ्क्रान्त, सङ्क्रान्ति

ଅର୍ଥ : ସୂର୍ଯ୍ୟ ଗୋଟିଏ ରାଶିରୁ ବାହାରି ଅନ୍ୟଟିରେ ପ୍ରବେଶ କରିବା ପ୍ରକ୍ରିୟା

ଉଦାହରଣ : ସଂକ୍ରମଣର ସମୟ ନିଧାର୍ଯ୍ୟ ହୋଇଥାଏ

ସମକକ୍ଷ : ସଂକ୍ରମଣ

सूर्य की एक राशि से निकलकर दूसरी में प्रवेश करने की क्रिया।

संक्रमण का समय निश्चित होता है।
पर्व, संक्रमण, संक्रांति, संक्रान्ति, सङ्क्रमण, सङ्क्रान्ति

The act of passing from one state or place to the next.

passage, transition