ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଟିମର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷ୍ଟିମର   ବିଶେଷ୍ୟ

ଅର୍ଥ : ବାଷ୍ପରେ ଚାଲୁଥିବା ନୌକା

ଉଦାହରଣ : ବାଷ୍ପଚାଳିତ ନୌକା ଆମକୁ ଗଙ୍ଗା ପାରିକଲା

ସମକକ୍ଷ : ନୌକା, ବାଷ୍ପଚାଳିତ ନୌକା, ବାଷ୍ପୀୟ ନୌକା, ବାଷ୍ପୀୟ ପୋତ, ଲଞ୍ଚ

वह नौका जो वाष्प से चलती हो।

हमने वाष्प नौका से गंगा को पार किया।
अगिन बोट, अगिनबोट, वाष्प नौका, वाष्प पोत, वाष्प यान, स्टीमर

A boat propelled by a steam engine.

steamboat

ଅର୍ଥ : ଯନ୍ତ୍ରଚାଳିତ ଏକ ଛୋଟ ଜଳ ଯାନ

ଉଦାହରଣ : ଆମେ ଷ୍ଟିମରରେ ଗଙ୍ଗା ପାରି ହେଲୁ

ସମକକ୍ଷ : ବାଷ୍ପବୋଟ